ଛକାପଞ୍ଝା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛକାପଞ୍ଜା, ଛକ୍କାପଞ୍ଜା, ଛକ୍କାପଞ୍ଜାଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚାତୁର୍ଯ୍ୟ — ୧. Cleverness.
୨. ତାକତରକ; ସତର୍କତା — ୨. Alterness
୩. ପେଚପାଚ; ଦାଉପେଚ — ୩. Tortuous devies; write; tricks.
୪. ଗଞ୍ଜପା ଖେଳର ୬ ବା ୫ ଟିପ ଥିବା ସାର — ୪. Cards having six or five tips on Gan̄japā cards.


୫. ଏକ ପ୍ରକାର କଉଡ଼ିଖେଳ; କସିପାଞ୍ଜି ଖେଳ — ୫. A kind of indoor games in Kauṟḍ̠is.
୬. ମନୋହର ପଦବିକ୍ଷେପ ସହିତ ଏକ ପ୍ରାକାର ନୃତ୍ୟ — ୬. A sort of dancing with dexterous steps.

ଦେଶଜ - ବିଶେଷଣ - ସମ୍ପାଦନା

ଖୁବ୍ ସତର୍କ (ବ୍ୟକ୍ତି) — Dexterous; cautions.