ଛକାଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଦେହର ପ୍ରତି ପାଖରେ ଏଥିର ସଂଖ୍ୟା ଛଅ ଥିବାରୁ) ସମ୍ପାଦନା

ପଞ୍ଜରା ହାଡ଼ —The ribs.

କେଉଁ ଲୋକର ତଣ୍ଟି ଯାଏ ଫୁଟି ଭାଙ୍ଗି ପକାଏ କାହାର ଛକାଠି—ବ୍ରଜନାଥ. ସମରତରଙ୍ଗ