ଛକାଛକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛକାଛକି, ଛକାପକାଅନ୍ୟରୂପ

ଦେଶଜ - ବିଶେଷଣ - (ସଂସ୍କୃତ - ସତର୍କ) ସମ୍ପାଦନା

୧. ଆକ୍ରମଣ ବା ଅନିଷ୍ଟ କରିବା ପାଇଁ ପରସ୍ପର ପରସ୍ପରକୁ ଜଗାଜଗି — ୧. Watching each other for doing any harm or for attaching.
୨. ସତର୍କ, ସାବଧାନ — ୨. On the alert; watchful.
୩. (ସଂସ୍କୃତ - ଶଙ୍କାଯୁକ୍ତ) କୌଣସି ଦୁର୍ଘଟନା ନିମନ୍ତେ ପ୍ରସ୍ତୁତ — ୩. Prepared or ready for any emergency.

ଦେଶଜ - ବିଶେଷ୍ୟ - ସମ୍ପାଦନା

ସତର୍କତା —Alertness; watchfulness; being in readiness for any emergency.