ଛକାଖେଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍କ; ପ୍ରା. ଛକ୍କୋ) ସମ୍ପାଦନା

ଏକପ୍ରକାର କଉଡ଼ି ଖେଳ —A kind of Kauṟḍ̠i game.

[ଦ୍ରଷ୍ଟବ୍ୟ —ଏଥିରେ ଛଅ କଟି କଉଡ଼ିରେ ଚାରିଜଣ ବା ଅଭାବପକ୍ଷେ ଦୁଇଜଣ ଖେଳାଳି ଖେଳନ୍ତି ପଶାପାଲି ପରି ଘର କଟାଯାଏ, ଏଥିରେ କଉଡ଼ି ପଡ଼ିବା ଅନୁସାରେ ଦାନ ଚାଳିବାକୁ ହୁଏ]