ଛକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପଥ; ଚତୁଷ୍କ) ସମ୍ପାଦନା

୧. ଚତୁଷ୍ପଥ; ଷେଉଁ ସ୍ଥାନରେ ଚାରିଆଡ଼ୁ ଚାରିଗୋଟି ରାସ୍ତା ମିଳିଥାଏ —୧. A meeting of two cross-ways; cross-road; a place where four roads meet or two roads cross.

ଛକେ ଛକେ ଜଗି ଅଛନ୍ତି ତରେ କବିସୂର୍ଯ୍ୟ ରତ୍ନାକରଚମ୍ପୁ ଛ ଗୀତ

୨. ଦୁଇ ରେଖା ପରସ୍ପରକୁ କାଟିଥିବା ଅବସ୍ଥା — ୨. A cross.
୩. ଯୁକ୍ତ ବା ଗୁଣନ ଚିହ୍ନ —୩. A cross mark; the arithmetical sign of addition or multiplication.
୪. ମଝିରେ ପରସ୍ପର କର୍ତ୍ତନକାରୀ ରେଖାଦ୍ୱାରା କଟା ହୋଇ— ଥିବା ପଶାପାଲିର ଘରା —୪. Chequered figure in a dice or chess board.
୫. ଚିଆଁଦ୍ୱାରା ଦାଗ —୫. Marks made on the body with hot iron; brand.
୬. ଚାବୁକ ବା ବେତ ପ୍ରହାରରେ ଦେହରେ ବସିଥିବା ଦାଗ; ନୋଲା —୬. Marks left on the body after being caned or whipped.
୭. ସୁବିଧାଜନକ ସ୍ଥାନ — ୭. A convenient place.