ଛକ
ଛକ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଅନୁବାଦ
ସମ୍ପାଦନାଛକ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପଥ; ଚତୁଷ୍କ)
ସମ୍ପାଦନା- ୧. ଚତୁଷ୍ପଥ; ଷେଉଁ ସ୍ଥାନରେ ଚାରିଆଡ଼ୁ ଚାରିଗୋଟି ରାସ୍ତା ମିଳିଥାଏ —୧. A meeting of two cross-ways; cross-road; a place where four roads meet or two roads cross.
ଛକେ ଛକେ ଜଗି ଅଛନ୍ତି ତରେ କବିସୂର୍ଯ୍ୟ ରତ୍ନାକରଚମ୍ପୁ ଛ ଗୀତ
- ୨. ଦୁଇ ରେଖା ପରସ୍ପରକୁ କାଟିଥିବା ଅବସ୍ଥା — ୨. A cross.
- ୩. ଯୁକ୍ତ ବା ଗୁଣନ ଚିହ୍ନ —୩. A cross mark; the arithmetical sign of addition or multiplication.
- ୪. ମଝିରେ ପରସ୍ପର କର୍ତ୍ତନକାରୀ ରେଖାଦ୍ୱାରା କଟା ହୋଇ— ଥିବା ପଶାପାଲିର ଘରା —୪. Chequered figure in a dice or chess board.
- ୫. ଚିଆଁଦ୍ୱାରା ଦାଗ —୫. Marks made on the body with hot iron; brand.
- ୬. ଚାବୁକ ବା ବେତ ପ୍ରହାରରେ ଦେହରେ ବସିଥିବା ଦାଗ; ନୋଲା —୬. Marks left on the body after being caned or whipped.
- ୭. ସୁବିଧାଜନକ ସ୍ଥାନ — ୭. A convenient place.