ଛଉଚ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛଉଚ ହେବା—ଅନ୍ୟରୂପ)

ଗ୍ରାମ୍ୟ - କ୍ରି. (ସଂସ୍କୃତ - ଶୌଚ) ସମ୍ପାଦନା

ଛଅଁଚିବା; ମଳ ଆଦି ତ୍ୟାଗ କରିବା ପରକେ ପରେ ଶରୀରରୁ ମଳାଦି ପରିଷ୍କାର କରିବା —To cleanse the private parts of impurities after answering calls of nature.