ଛଉଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଶୌଚ) ସମ୍ପାଦନା

୧. ଦେହରୁ ମଳ ଆଦିର ମାର୍ଜନା — ୧. Cleaning impurities off the body.
୨. ମୃତାହରେ ମୃତ ବ୍ୟକ୍ତିର କୁଟୁମ୍ୱାଦିଙ୍କର କ୍ଷୌର, ସ୍ନାନ ଆଦିଦ୍ୱାରା ଶୁଦ୍ଧ ହେବା —୨. Purification of the kinsmen and relatives after the funerals.
୩. ଝାଡ଼ା ଫେରିବା ପରେ ଛ଼ଅଞ୍ଚିବା — ୩. Washing of the private parts after passing tools.

ଗ୍ରାମ୍ୟ - ବିଶେଷଣ - ସମ୍ପାଦନା

ମାର୍ଜିତ; ଶୁଦ୍ଧ —Cleansed.