ଛଉ
ଛଉ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ୱିତ୍ର)
ସମ୍ପାଦନା- ୧. ଦେହର ରୋଗ ବିଶେଷ;ଦେହର ସ୍ଥାନେ ସ୍ଥାନେ ଯେଉଁ ଧଳା ଧଳା (ଓ ସମୟେ ସମୟେ କଳା ଓ ନାଲି) ଦାଗ ଚମ ଉପରେ ମାଡ଼ିଯାଏ; ଶ୍ୱିତ୍ରରୋଗ; ଧବଳ ବା ଶ୍ୱେତକୁଷ୍ଠ ରୋଗ —୧. A disease in which the skin becomes discoloured in patches of white or black; leucosis; albinism;
[ଦ୍ରଷ୍ଟବ୍ୟ —ଛଉ ତିନିପ୍ରକାର ଯଥା—୧ କୁଷ୍ଠ ରୋଗର ପୂର୍ବ ଲକ୍ଷଣ—ଦେହରେ କଳା, ନାଲି ଓ ଧଳା ମନ୍ଦା ମନ୍ଦା ଦାଗ ୨ ଧବଳ କୁଷ୍ଠ—ଦେହତମାମ୍ ନାଲମିଶା ଧଳା ଦାଗ;୩ ବୟସଛଉ ଯୁବକ ଯୁବତୀଙ୍କର ଚର୍ମରେ ସ୍ଥାନେ ସ୍ଥାନେ ମାଡ଼ିଯିବା ମନ୍ଦାମନ୍ଦା ଦାଗ]
- ୨. କଳା ବା ନାଲି ବର୍ଣ୍ଣ ବିଶିଷ୍ଟ ପଶୁ ଆଦିଙ୍କ ଶରୀରରେ ସ୍ଥାନେ— ସ୍ଥାନେ ଧଳା ରୋମର ମନ୍ଦା —୨. Patches of white hair on the body of animals of red or black colour.
- ୩. ଛଉନାଟ; ଗଡ଼ଜାତର ଜଙ୍ଗଲି ଜାତିମାନଙ୍କ ମଧ୍ୟରେ ପ୍ରଚଳିତ ଏକପ୍ରକାର ନାଟ—(ଏଥିରେ ସ୍ତ୍ରୀ ଓ ପୁରୁଷ ମାନେ ଦଳ ବଦ୍ଧ ହୋଇ ବାଦ୍ୟର ତାଳ ସହ ନାଚନ୍ତି — ୩. A kind of dance prevalent among the wild tribes of the Orissa A gency tracts.
- ୪. (ସଂସ୍କୃତ - ଶଳ୍ମ) ଛେଲି — ୪. Bark.
- ୫. (ସଂସ୍କୃତ - ଛିବି) ଗର୍ବ — ୫. Arrogance; pride; vainglory.
- ୬. ଚତୁରତା —୬. Skill; dexterity.
- ୭. ଶିକାର ଝାମ୍ପିବାପାଇଁ ଜଗି ରହିବା — ୭. Lying in wait; crouching;being prepared to pounce upon a prey.
- ୮. ଶିକାର ବା ଖାଦ୍ୟ ବସ୍ତୁକୁ ଝାମ୍ପିବା; ଛପଟିଆ — ୮. Pouncing on prey.