ଛଇ ଦେବା
ଛଇ ଦେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛଇ ଦେବା
|
(ଛଇମାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. (ସଂସ୍କୃତ - ସଜ୍ଜିତ) ଗଦା ଗଦା କରି ସୁସଜ୍ଜିତ କରିବା; ଗାଦି ମାରିବା —୧. To arrange in rows or heaps (e.g. straw; bricks).
- ୨. (ସଂସ୍କୃତ - ଛଦ୍ ଧାତୁ)—ଚାରିଆଡ଼େ ଘୋଡ଼ାଇ ପକାଇବା; ଛାଇବା —୨. To cover the whole surface.