ଛଇ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛଇ କାଢ଼ିବା, ଛଇ ଦେଖା (ଖେ)ଇବା, ଛଇ ଦେଖା(ଖେ)ଇ ହେ (ହ)ବା, ଛଇ ବାହାର କରିବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଛଟକ ବା ଭଙ୍ଗୀ ପ୍ରକାଶ କରିବା — ୧. To show frolicsomeness; to show off one's fine things.
୨. ରସିକତା କରିବା — ୨. To flirt; to practice gallantry.