ଛଇଲି ଛାଉଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଳ) ସମ୍ପାଦନା

୧. ଛଳତାପୂର୍ଣ୍ଣ କୌଶଳ — ୧. Stratagem.
୨. ଛଇ (ଦେଖ) - Chhai (See)

ଏ ବଡ଼ ଛଇଲି ଛାଉଲିରେ ଜାତି ନେବଟି—କବିସୂର୍ଯ୍ୟ. ରତ୍ନାକର ଚମ୍ପୂ