ଛଇତି ମଇତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ)ବିଶେଷଣ - (ସଂସ୍କୃତ - ହର୍ଷ + ଉନ୍ନତ୍ତ) ସମ୍ପାଦନା

୧. ହର୍ଷୋନ୍ନତ୍ତ; ଆନନ୍ଦିତ —୧. Delighted.

(ଯଥା— ତାଙ୍କ ଘରକୁ ଆଜି ଜ୍ୱାଇଁ ଆସିଛନ୍ତି ବୋଲି ଆଜି ସେ ଭାରି ଛଇତି ମଇତି ହଉଛନ୍ତି )

୨. (ସଂସ୍କୃତ - ହସ୍ତ+ମୁକ୍ତ) ମୁକ୍ତହସ୍ତ — ୨. Open-handed; liberal.