ଛଆଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଦ ଧାତୁ; ସଂସ୍କୃତ - ଛାଦନ) ସମ୍ପାଦନା

୧. ଆଛାଦନ —୧. Covering.
୨. ଘରର ଛପରବନ୍ଦି — ୨. Thatching of a house.
୩. କୌଣସି ପଦାର୍ଥ ଉପରେ ଅନ୍ୟ ଧାତୁର ପତଳା ସ୍ତରର ଲେପନ —୩. Overlaying of a layer of metal on some article.
୪. (ସଂସ୍କୃତ - ଚାଳନ; କ୍ଷାରଣ) ଛାଙ୍କିବା; ଛାଣିବା — ୪. Distilling; sifting.

(ଯଥା—କପଡ଼ାଛାଣିବା)