ଛଅକାନ ହେବା
ଛଅକାନ ହେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛଅକାନ ହେବା
|
ଦେଶଜ - କ୍ରି. (ସଂ ଷଟ୍ କର୍ଣ୍ଣ)
ସମ୍ପାଦନା(କୌଣସି ଗୁପ୍ତବିଷୟ) ଦୁଇଜଣ ବ୍ୟକ୍ତିରୁ ଅଧିକ ତିନି ବ୍ୟକ୍ତିର କାନରେ ପଡ଼ିବା —(a secret) To be divulged to three i.e. more than Two persons.
ଛଅକାନ ହେବା
|
(କୌଣସି ଗୁପ୍ତବିଷୟ) ଦୁଇଜଣ ବ୍ୟକ୍ତିରୁ ଅଧିକ ତିନି ବ୍ୟକ୍ତିର କାନରେ ପଡ଼ିବା —(a secret) To be divulged to three i.e. more than Two persons.