ଛଅକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଯେଉଁ ପଣକିଆ ବା କଡ଼ାଗଣ୍ଡା ବା ପାହିପଣିକିଆରେ ୬ ସଂଖ୍ୟାର ହିସାବ ମାନ ଥାଏ — (a multiplication table) Relating to or giving the various calculations of the number ୬.

(ଯଥା—ଛଅକ ପଣିକିଆ,ଛଅକ ଖନ୍ଦା)

[ଦ୍ରଷ୍ଟବ୍ୟ —ଏହିପରି ଏକକ ପଣକିଆ; ଦୁଇକ; ତିନିକ ଆଦି ପଣକିଆ ବା ଖନ୍ଦା ପୂର୍ବରୁଯୁକ୍ତ ହେଲେ ସେହି ସେହି ସଂଖ୍ୟା— ସମ୍ୱନ୍ଧୀୟ ଖନ୍ଦାମାନଙ୍କୁ ବୁଝାଏ ସାଧାରଣତଃ ପ୍ରତି ସଂଖ୍ୟା ପାଇଁ ୧ଟି ଖନ୍ଦା ଥାଏ; ଛଅକ ପଣିକିଆରେ୬x୧:ର ଗଣନାଠାରୁ ୬x୧:ର ଗଣନା ପର୍ଯ୍ୟନ୍ତ ଦଶଗୋଟି ଖନ୍ଦା ଥାଏ ସାଧାରଣତଃ ପିଲାମାନେ ପଚିଶିକ ପଣିକିଆ ପର୍ଯ୍ୟନ୍ତ ଘୋଷି ରଖିଥାନ୍ତି]