ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ସମ୍ପାଦନା

ବ୍ୟଞ୍ଜନବର୍ଣ୍ଣନର ସପ୍ତମ ଓ ଚ ବର୍ଗର ଦ୍ୱିତୀୟ ବର୍ଣ୍ଣ (ଏହାର ଉଚ୍ଚାରଣସ୍ଥାନ ତାଳୁ) —The seventh consonant of Sanskrit and its daughter languages including Oṟḍ̠iā, corresponding to the pronunciation of 'chh' (as pirate of ch)

[ଦ୍ରଷ୍ଟବ୍ୟ —ଏହାର କରଣୀ ଆକାର/?/; ଛ=/?/]

ସଂସ୍କୃତ - ବିଶେଷ୍ୟ - (ଛୋ ଧାତୁ=ଛେଦନ କରିବା +ଭାବ. ଅ) ସମ୍ପାଦନା

୧. ଛେଦ; ଛେଦନ —୧. Cutting.
୨. ଖଣ୍ଡ଼ି —୨. A piece.
୩. ଭାଗ —୩. A part.
୪. (ଛଦ ଧାତୁ=ଆଛାଦନ କରିବା +କର୍ତ୍ତୃ. ଅ) ଗୃହ — ୪. House.
୫. ମାହାତ୍ମ୍ୟ —୫. Glory
୬. ଆଚ୍ଛାଦନ (ହିନ୍ଦୀ - ଶବ୍ଦସାଗର) —୬. Covering.

ସଂସ୍କୃତ - ବିଶେଷଣ - (ଛୋ ଧାତୁ=ଛେଦନ କରିବା +କର୍ତ୍ତୃ. ଅ) ସମ୍ପାଦନା

୧. ତରଳ —୧. liquid
୨. ନିର୍ମଳ —୨. clear.
୩. ଛେଦକ —୩. Cutting
୪. କମ୍ପିତ —୪. Trembling.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍; ପ୍ରା. ଛ,ପାଞ୍ଚରୁ ଏକ ଅଧିକ ସଂଖ୍ୟା) ସମ୍ପାଦନା

୧. ଛଅ ସଂଖ୍ୟା —୧. The number six.

ଦେଶଜ - ବିଶେଷଣ - ସମ୍ପାଦନା

୧. ଛଅ ସଂଖ୍ୟକ —୧. Numbering six.
୨. ଷଟ୍ସ୍ଥାନୀୟ; ଛଅର ପୂରଣ —୨. Sixth.

ଛ, ନ, ତେର, କେଭେ ନଯିବ ଘର—ଡାକବଚନ