ଚୋରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚୋରେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଚୁର୍ ଧାତୁ) ସମ୍ପାଦନା

୧. ଚୋରି କରିବା — ୧. To steal.

ଆଣିଲା ତା ଚୋରାଇ ଦେଖାଇ ଚାତୁରୀ କୃଷ୍ଣସିଂହ. ମହାଭାରତ. ବନ

୨. (ଲକ୍ଷଣାର୍ଥ) ଅନୁକରଣ କରିବା — ୨. To imitate.

ଭଗ୍ନ ଚକ୍ର ମନମଥ ବିଜୟୀ ମଙ୍ଗଳ ରଥ ଗତିରୀତି ଚୋରାଇଛି ଚାଲି କବିସୂର୍ଯ୍ୟ. ସଙ୍ଗୀତ