ଚୋବାଇବା

ଉଚ୍ଚାରଣ

ସମ୍ପାଦନା

(ଚେବେଇବା—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଚର୍ବଣ)

ସମ୍ପାଦନା
୧. ଦାନ୍ତଦ୍ୱାରା ଖାଦ୍ୟାଦି ପେଷିବା —୧. To chew.

ତଦନ୍ତେ ତାମ୍ୱୁଳ ନଡ଼ିଆ ଚୋବାଇଲେ କୃଷ୍ଣସିଂହ. ମହାଭାରତ. ସଭା

୨. ଦୁଇ ପାଟିରେ ଦାନ୍ତକୁ ପରସ୍ପର ସହିତ ରଗଡ଼ିବା= To grind the teeth together.

(ଯଥା—ସେ ଦାନ୍ତ ଚୋବାଉଛି)

ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -

ସମ୍ପାଦନା

ଦଂଶନ କରିବା; କାମୁଡ଼ିବା — To bite.

ଅପରାଧ ବିନା ସେ ପିତାଙ୍କୁ ତୁମ୍ଭର ଚୋବାଇଲା ଦୁଷ୍ଟ ତକ୍ଷକ ନାଗବର—କୃଷ୍ଣସିଂହ. ମହାଭାରତ. ଆଦି