ଚୋପ୍ (ଇତ୍ୟାଦି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ଅ ସମ୍ପାଦନା

ଚୁପ୍ ଇତ୍ୟାଦି (ଦେଖ) - Chup etc (See)

ଆରେ ଚୋପ୍ ଚୋପ୍ ସେଗୁଡ଼ାକ ଚନ୍ଦରା କାହିଁକି କହୁଚୁ— ଭିକାରୀଚରଣ. ଯୌତୁକ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଚ୍ୟୁ ଧାତୁ=କ୍ଷରିବା; ତୁଳ. ହିନ୍ଦୀ - ଚୋପ୍=କଞ୍ଚା ଆମ୍ୱଫଳର ଲସି) ସମ୍ପାଦନା

୧. ଗଛର ଅଠା ବା ଖିର — ୧. Gum or juice from trees.
୨. ଅଶ୍ୱତ୍ଥ ଗଛର ଅଠା — ୨. The gummy juice of Religious Fig tree.
୩. କଞ୍ଚା ଆମ୍ୱ ଫଳର ଡ଼େମ୍ଫ ଭାଙ୍ଗି ଦେଲେ ଫଳର ମୁଣ୍ଡିରୁ ଯେଉଁ ଲସି ବାହାରେ — ୩. Acrid juice coming out of a young mango when separated from the stalk.