ଚୋପ୍ଦାର୍
ଚୋପ୍ଦାର୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ଚୋବ୍ଦାର୍)
ସମ୍ପାଦନାରାଜା ଓ ବିଶିଷ୍ଟ ବ୍ୟକ୍ତିମାନେ ଶୋଭାଯାତ୍ରା କରିବା ସମୟରେ ତାଙ୍କ ଆଗେ ଆଗେ ଆସା, ସୋଠା ବହନ କରି ଅଗ୍ରସର ହେବା ଭୃତ୍ୟ; ରାଜଦଣ୍ଡ ବାହକ ଅଗ୍ରଗାମୀ ସିପାହୀ; ଆସାବ୍ରଦାର୍ — Chobedār; persons carrying maces before kings on ceremonial occasions.