ଚୋପ୍‌ଦାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚୋବ୍ଦାର୍) ସମ୍ପାଦନା

ରାଜା ଓ ବିଶିଷ୍ଟ ବ୍ୟକ୍ତିମାନେ ଶୋଭାଯାତ୍ରା କରିବା ସମୟରେ ତାଙ୍କ ଆଗେ ଆଗେ ଆସା, ସୋଠା ବହନ କରି ଅଗ୍ରସର ହେବା ଭୃତ୍ୟ; ରାଜଦଣ୍ଡ ବାହକ ଅଗ୍ରଗାମୀ ସିପାହୀ; ଆସାବ୍ରଦାର୍ — Chobedār; persons carrying maces before kings on ceremonial occasions.