ଚେନ୍ ଲାଇନ୍
ଚେନ୍ ଲାଇନ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଚେନ୍ ଲାଇନ୍
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚେନ୍ ଲାଇନ୍)
ସମ୍ପାଦନା- ୧. ମାପ କରିବା ପାଇଁ ଭୂମିରେ ଯେଉଁ ବାଟେ ଚେନ୍ ଓଟରାଯାଏ — ୧. Chain-line; a line on the field during chain-measurement.
- ୨. ମାପ କରିବାବେଳେ ଯେଉଁ ବାଟେ ଚେନ୍ ଓଟରାଯାଇ ଥାଏ, ନକସାରେ ତହିଁର ଚିହ୍ନଟ —୨. A chain-line shown on the map.