ଚେନ୍ମେନ୍
ଚେନ୍ମେନ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚେନ୍ମାନ୍)
ସମ୍ପାଦନା- ୧. ଜମି ମାପ ବେଳେ ଜଞ୍ଜିରକୁ ଭୂମିରେ ଟାଣିବା ମୂଲିଆ —୧. Chain- man; a cooly who drags the chain through a field.
- ୨. ଓଡ଼ିଶାରେ କାନୁନ୍ଗୋମାନଙ୍କ ସଙ୍ଗେ ନିଯୁକ୍ତ ସରକାରୀ ପିଅନ —୨. The peon accompanying a Kanungo in Orissa.