ଚେନ୍
ଚେନ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂ ଚେନ୍)
ସମ୍ପାଦନା- ୧. ଜଞ୍ଜିର; ଶିକୁଳି — ୧. Chain.
- ୨. କୁର୍ତ୍ତାରେ ପକେଟ—ଘଡ଼ି ଝୁଲାଇବା ଶିକୁଳି — ୨. Watch-chain.
ନବ୍ୟ ଘଡ଼ି ଚେନ୍ ପ୍ରାଚୀନ କୁଣ୍ଡଳ—ରାଧାନାଥ. ଦରବାର
- ୩. ଭୂମି ମାପିବା ଶିକୁଳି; ଜରିବ — ୩. Gunter's chain; a chain to measure land.
[ଦ୍ରଷ୍ଟବ୍ୟ —୧ ଚେନ୍=୧ଲିଙ୍କ=୬୬: ଫୁଟ ଦୀର୍ଘରେ ୧ ଚେନ୍ ଓ ପ୍ରତିରେ ୧ ଚେନ୍ ହେଲେ ଜମିର ବର୍ଗଫଳ ଏକ ଏକର ବା ୨୪: ଦସ୍ତୀରେ ୧ ମାଣ ହୁଏ ଦୀର୍ଘ ୧ ଚେନ ପ୍ରତି ୧ ଚେନ୍=୧ ଡେସିମଲ୍ ବା ୨/?/ ଗୁଣ୍ଠ ପ୍ରତି ଚେନରେ ୧ଟି କାଠି (ଲିଙ୍କ୍) ମୁଦିଆଦ୍ୱାରା ପରସ୍ପର ସହିତ ଯୁକ୍ତ ହୋଇଥାଏ]