ଚେଡ଼

ଉଚ୍ଚାରଣ

ସମ୍ପାଦନା
(ଚେଡ଼ୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଚିଟ୍ ଧାତୁ+କର୍ମ. ଅ)

ସମ୍ପାଦନା

ଦାସ; ଭୃତ୍ୟ — Servant.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

ସମ୍ପାଦନା

ପଣସକଠା; ଅପୁଷ୍ଟ ପଣସଫଳ; ପଣସ— ଫଳର କସି —Small and young jack-fruit.