ଚେଙ୍କା

ଉଚ୍ଚାରଣ

ସମ୍ପାଦନା
  • (file)

ପ୍ରାଦେଶିକ - (ସିଂହଭୂମ)ବିଶେଷଣ -

ସମ୍ପାଦନା

ଖଟା — Of acid taste.

ପ୍ରାଦେଶିକ - (ଯାଜପୁର)ବିଶେଷଣ - (ଗାଳିରେ ବ୍ୟବହୃତ)

ସମ୍ପାଦନା

ଯାହାକୁ ଅଗ୍ନିତପ୍ତଶଳାକାରେ ଚେଙ୍କିବା ବା ଲାଛିବା ଉଚିତ — (a term of abuse) (a person) Deserving to be seared.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

ସମ୍ପାଦନା

ଚିଆଁ (ଦେଖ) - Chiañ (See)