ଚେଙ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ସିଂହଭୂମ)ବିଶେଷଣ - ସମ୍ପାଦନା

ଖଟା — Of acid taste.

ପ୍ରାଦେଶିକ - (ଯାଜପୁର)ବିଶେଷଣ - (ଗାଳିରେ ବ୍ୟବହୃତ) ସମ୍ପାଦନା

ଯାହାକୁ ଅଗ୍ନିତପ୍ତଶଳାକାରେ ଚେଙ୍କିବା ବା ଲାଛିବା ଉଚିତ — (a term of abuse) (a person) Deserving to be seared.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଚିଆଁ (ଦେଖ) - Chiañ (See)