ଚେକ୍ ବହି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚେକ୍+ଫାରାସୀ - ବହି) ସମ୍ପାଦନା

ଯେଉଁ ବହିରେ ଗୁଡ଼ିଏ ସାଧା ବରାଦି—ପତ୍ର ଥାଏ — Cheque-book; a book containing blank cheques.

[ଦ୍ରଷ୍ଟବ୍ୟ —ଧନସ୍ୱାମୀ ଉକ୍ତ ବହିରୁ ଖଣ୍ଡିଏ ଖଣ୍ଡିଏ ଚେକ୍ ପୂରଣ ଓ ଦସ୍ତଖତ କରି କୌଣସି ବ୍ୟକ୍ତି ନାମରେ ବରାଦ ଲେଖି ତାଙ୍କୁ ଉକ୍ତ ଚେକ ଦେଲେ ସେ ବାଙ୍କରୁ କିମ୍ୱା ଖଜଣାଖାନାରୁ ଉକ୍ତ ଚେକ୍କୁ ଭଙ୍ଗାଇ ଟଙ୍କା ଆଣି ପାରେ]