(ଚେକାଇବା, ଚେକେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଚକ୍ର)
ସମ୍ପାଦନା
- ୧. ଚେକା ବା ଗୋଲ କରି କାଟିବା; ମଣ୍ଡଳାକାର କରି କାଟିବା — ୧. To cut into circle or circular slices; to make a circular cut.
- ୨. ଗଛର ଗଣ୍ଡିକୁ ମୂଳରୁ ପୋଛିକରି କାଟିଦେବା — ୨. To cut off a tree from the base.