ଚେଆର୍ମାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚେଆର୍ମେନ୍; ଚେର୍ମେନ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ ଚେଆର୍ମାନ; ଏଥିର ମୈଳିକ ଅର୍ଥ ଯେ ଚଉକିରେ ବସେ) ସମ୍ପାଦନା

ସଭାପତି; କୌଣସି ସଭା ବା ସମାଜର ଅଧକ୍ଷ ବା ନେତା —Chairman; president.