ଚେଁଚେଁ
ଚେଁଚେଁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ଅ.—(ଧ୍ୱନ୍ୟନୁକରଣ)
ସମ୍ପାଦନା- ୧. ଅତିରୁଗ୍ଣ ଓ ଦୁର୍ବଳ ବ୍ୟକ୍ତିର ଖନିଖନି କଥା — ୧. Faint faltering nasal voice of a weak and sickly person.
- ୨. ଉତ୍ତପ୍ତ କଟାହାଦିରେ ଜଳାଦି ଶୀତଳ ଦ୍ରବ୍ୟ ଢାଳିବା ଶବ୍ଦ —୨. The sound produced when some cold liquid is poured into a hot pan.
- ୩. ଚେଁ (ଦେଖ) - Cheñ (See)