ଚେଁଖିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଅକର୍ମକ)—ପ୍ରତାରିତ ହେବା — ୧. To be deceived.
୨. (ସକର୍ମକ) ଚିଆଁ ଦେବା —୨. To sear; to cauterise.
୩. ଦୁଃଖମୟ ଅନୁଭବଦ୍ୱାରା ଶିକ୍ଷା ଲାଭ କରିବା — ୩. To learn a lesson by bitter experience.