ଚୂଲୀପୂଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଉପରଓଳି ଚୂଲୀକୁ କରାଯିବା ପୂଜା — The ceremony of worshipping the family- hearth on the eleventh day of the light fortnight of the month of Bhādraba.

[ଦ୍ରଷ୍ଟବ୍ୟ —ସେଓଳି ଚୂଲୀରେ ଅନ୍ନବ୍ୟଞ୍ଜନାଦି ରନ୍ଧା ହୁଏ ନାହିଁ ]