ଚୂଲୀକି ଯାଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

(ଅମୁକ ବିଷୟ) ଆଲୋଚନା କରିବାର ବର୍ତ୍ତମାନ ଲୋଡ଼ା ନାହିଁ —Not to speak of (such or such a matter).

(ଯଥା—ବାବୁ ଚାକିରି କରି ଧନ ଅର୍ଜିବାକୁ ବିଦେଶକୁ ଯାଇଥିଲେ, ଧନ ଅର୍ଜିବା କଥା ଚୁଲିକି ଯାଉ, ବାବୁ ସେଠାରେ ରୋଗରେ ପଡ଼ିଲେ ଯେ. ବର୍ତ୍ତମାନ ତାଙ୍କର ବଞ୍ଚିବା କଥା ବେଠି ଜଣା )