ଚୂଲୀଆ
ଚୂଲୀଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ରୁଷେୟା; ପାତକ —୧. Cook.
- ୨. ଚାଳଘରର ମଝିଶ୍ରେଣୀ ଉପରେ ପଡ଼ିଥିବା ରୁଅମାନ ଯେଉଁ ବାଉଁଶରେ ଭିଡ଼ା ହୋଇ ବନ୍ଧା ହୋଇଥାଏ — ୨. A bamboo to which the rafters are fastened over the central wall-plate of a thatched house.
ସସ୍ରେ ଶ୍ରେଣୀ ଲାଗି ମୁଦ ମାରୁଛି ଚୁଲୀଆ ପ୍ରାଚୀ. ବ୍ରହ୍ମନିରୁପଣଗୀତା
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାସମୁଦ୍ର ପାଣିକୁ ନିଆଁରେ ଗରମ କରି ତହିଁରୁ ଲୁଣ ତିଆରି କରିବା ପାଇଁ ନିଯୁକ୍ତ ବ୍ୟକ୍ତିମାନଙ୍କର ସରଦାର —The chief of the employees engaged in the preparation of salt by heating the sea-water.