ଚୂରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

(ଚୂରାଇବା, ଚୂରେଇବା—ଣିଜନ୍ତି)

ଦେଶଜ - କ୍ରି. (ସଂସ୍କୃତ - ଚୂର୍ଣ୍ଣ ଧାତୁ)

ସମ୍ପାଦନା
୧. ଚୀନା କୁଟିବା; ଗୁଣ୍ଡ କରିବା; ଚୂର୍ଣ୍ଣ କରିବା — ୧. To reduce into powder.

ମାଂସ ହାଡ଼ ସହିତେ କଚଙ୍କୁ ଚୁରିଲେ କୃଷ୍ଣସିଂହ. ମହାଭାରତ. ବନ

୨. ଶିଳା ବା ଚକିରେ ପେଶିବା —୨. To pound.
୩. ବିଦାରଣ କରିବା; ଚିରିବା —୩. To tear up.

ବଜ୍ରଚଞ୍ଚୁରେ ଚୂରେ ନପୁଣ ଅଗ୍ର ଚରେ ଶଙ୍କା ସନମି ଗଲେ ଯେ ଭଞ୍ଜ. ବୈଦେହୀଶବିଳାସ