ଚୂର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚୁର ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଚୋରିକରୁଥିବା — Stealing. (Apte)

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ)

ଚୂନା —Powder.

(ଯଥା—ଖଇରିଚୁର)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ('ଓ' ସ୍ଥାନରେ 'ଉ' ଉଚ୍ଚାରଣ) ସମ୍ପାଦନା

ଚୋର —Thief.



ଚୂର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ) ସମ୍ପାଦନା

ଚୁର୍ଣ୍ଣ — Powder.