ଚୂନା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ)

ସମ୍ପାଦନା
୧. କୌଣସି ପଦାର୍ଥ ଚୂର୍ଣ୍ଣ — ୧. Powder.

(ଯଥା—ଚାଉଳ ଚୂନା, ଗହମ ଚୂନା)


ଅନୁବାଦ

ସମ୍ପାଦନା
୨. ଧାତୁ ବା କାଠ ଆଦିର ଗୁଣ୍ଡ; କରତ ଗୁଣ୍ଡ —୨. Saw-dust; filings.

ବିଶେଷଣ -

ସମ୍ପାଦନା
୧. ଚୂର୍ଣ୍ଣୀକୃତ —୧. Powdered; pulverised.

ମୋଡ଼ାରେ ଚୂନା ହୋଇ ଯାଇ ପାରେ ମେରୁ କୃଷ୍ଣସିଂହ. ମହାଭାରତ. ବନ

୨. ଅତି କ୍ଷୁଦ୍ର — ୨. Very samll; minute.

(ଯଥା—ଚୂନା ମାଛ)