ଚୂଡ଼ାନ୍ତ ଡ଼ିଗ୍ରି
ଚୂଡ଼ାନ୍ତ ଡ଼ିଗ୍ରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଚୂଡ଼ାନ୍ତ ଡ଼ିଗ୍ରି
|
(ଚୂଡ଼ାନ୍ତ ଫଇସଲା—ଅନ୍ୟରୂପ)
ଦେଶଜ - (କଚିରିଆ ଭାଷା) ବିଶେଷ୍ୟ - ସମ୍ପାଦନା
ବନ୍ଧକ ଓ ବଣ୍ଟାରା ମକଦମାରେ ହାକିମ ପ୍ରଥମ ଡ଼ିଗ୍ରି ବା ଫଇସଲା ଲିପିବଦ୍ଧ କରିବା ପରେ ମିଆଦଗତେ କିମ୍ୱା ଅମିନ କଛଫର୍ଦ ତିଆର କରି ରିପୋଟ ଦେବା ପରେ ଅଦାଲତ ଶେଷରେ ଯେଉଁ ଡ଼ିଗ୍ରି ଲିପିବଦ୍ଧ କରନ୍ତି — Final decree passed in a mortgage- suit or partition-suit at its final stage, i.e. some time after a preliminary decreee ts passed.