ଚୁସ୍ତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଢ଼ୀଲା—ବିପରୀତ)

ବୈଦେଶିକ - ବିଶେଷଣ - ଫା) ସମ୍ପାଦନା

୧. ଟାଣୁଆ; ଶକ୍ତ — ୧. Hard; smart.
୨. ଦୃଢ଼; ଅଶିଥିଳ; ଯାହା ହୁଗୁଳା ନ ହୋଇ ଖୁବ୍ କସି ହୋଇ ଥାଏ —୨. Tight.
୩. ଚୌରସ —୩. Level.
୪. କର୍ମଠ; ଚଲାଖ —୪. Active.
୫. ଦେହରେ କସି ହୋଇ ବସିବା (ପୋଷାକ) — ୫. Fit; tightly fitting the body.
୬. ଯାହା ଶିଥିଳ ବା ହୁଗୁଳା ନୁହେଁ — ୬. Not loose or slack.