ଚୁର୍ମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ତେଲୁଗୁ - ବିଶେଷ୍ୟ - (ଧ୍ୱନ୍ୟନୁକରଣ; ତୁଳ. ହିନ୍ଦୀ - ଚୁର୍ମୁର୍=ମସକା) ସମ୍ପାଦନା

ଗଜା; ସହଜରେ ଚୁନା ହୋଇଯିବା ଏକପ୍ରକାର ପିଠା — A kind of easily fragile cake.

[ଦ୍ରଷ୍ଟବ୍ୟ —ଅଟାକୁ ପ୍ରଥମେ ଘିଅରେ ଭାଜି ତତ୍ପରେ ପାଣିରେ ଚକଟି ଗୁଳା କରି ପୁଣି ଘିଅରେ ଭାଜି ଏହାକୁ ତିଆରି କରାଯାଏ ଅଟାରେ ଲୁଣ ମିଶାଇଥିଲେ ଏହା ଲୁଣିଆ ଲାଗେ, କିମ୍ୱା ଲୁଣ ନ ମିଶାଇ ଘିଅରେ ଛାଣିବା ପରେ ଏହାକୁ ଚିନିରସରେ ବତୁରାଇଲେ ଏହା ମିଠା ହୁଏ]