ଚୁର୍ମା
ଚୁର୍ମା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାତେଲୁଗୁ - ବିଶେଷ୍ୟ - (ଧ୍ୱନ୍ୟନୁକରଣ; ତୁଳ. ହିନ୍ଦୀ - ଚୁର୍ମୁର୍=ମସକା)
ସମ୍ପାଦନାଗଜା; ସହଜରେ ଚୁନା ହୋଇଯିବା ଏକପ୍ରକାର ପିଠା — A kind of easily fragile cake.
[ଦ୍ରଷ୍ଟବ୍ୟ —ଅଟାକୁ ପ୍ରଥମେ ଘିଅରେ ଭାଜି ତତ୍ପରେ ପାଣିରେ ଚକଟି ଗୁଳା କରି ପୁଣି ଘିଅରେ ଭାଜି ଏହାକୁ ତିଆରି କରାଯାଏ ଅଟାରେ ଲୁଣ ମିଶାଇଥିଲେ ଏହା ଲୁଣିଆ ଲାଗେ, କିମ୍ୱା ଲୁଣ ନ ମିଶାଇ ଘିଅରେ ଛାଣିବା ପରେ ଏହାକୁ ଚିନିରସରେ ବତୁରାଇଲେ ଏହା ମିଠା ହୁଏ]