ଚୁପ୍ କରିବା
ଚୁପ୍ କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. (ଅକର୍ମକ) ମୌନାବଲମ୍ୱନ କରିବା; ନୀରବ ହେବା —୧. To keep silent.
- ୨. କଥା ବନ୍ଦ କରିବା —୨. To stop talking.
- ୩. ନିଶ୍ଚଳ ହେବା —୩. To keep quiet.
- ୪. (ସକର୍ମକ) କୌଣସି ବ୍ୟକ୍ତିକୁ କଥା କୁହାଇ ନ ଦେବା — ୪. Not to let a person speak; to silence. a person; to stop the mouth of a person.