ଚୁପ୍‌ସଇତାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଚୁପ୍ସଏତାନ୍—ଅନ୍ୟରୂପ)

(ଚୁପସଇତାନି—ବି)

ଦେଶଜ - ବିଣ—(ହିନ୍ଦୀ - ଚୁପ୍+ଫାରାସୀ - ସୈତାନ୍) ସମ୍ପାଦନା

୧. ଯେ ବାହାରେ ନମ୍ର ଦେଖାଯାଏ କିନ୍ତୁ ଭିତରେ ଭିତରେ ଦୁଷ୍ଟାମି ବା ପାଜିପଣିଆଁ କରେ — ୧. Seemingly or outwordly quiet but really wicked.
୨. ଷଡ଼ଯନ୍ତ୍ରକାରୀ; ଯେ ଗୋପନରେ ପରର ଅନିଷ୍ଟ କାମନା ପୂର୍ବକ ଅନ୍ୟମାନଙ୍କୁ ମତାଏ — ୨. Intriguing; scheming.