ଚୁପ୍ସଇତାନ୍
(ଚୁପ୍ସଇତାନ୍ରୁ ଲେଉଟି ଆସିଛି)
ଚୁପ୍ସଇତାନ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଚୁପ୍ସଇତାନ୍
|
(ଚୁପ୍ସଏତାନ୍—ଅନ୍ୟରୂପ)
(ଚୁପସଇତାନି—ବି)
ଦେଶଜ - ବିଣ—(ହିନ୍ଦୀ - ଚୁପ୍+ଫାରାସୀ - ସୈତାନ୍)
ସମ୍ପାଦନା- ୧. ଯେ ବାହାରେ ନମ୍ର ଦେଖାଯାଏ କିନ୍ତୁ ଭିତରେ ଭିତରେ ଦୁଷ୍ଟାମି ବା ପାଜିପଣିଆଁ କରେ — ୧. Seemingly or outwordly quiet but really wicked.
- ୨. ଷଡ଼ଯନ୍ତ୍ରକାରୀ; ଯେ ଗୋପନରେ ପରର ଅନିଷ୍ଟ କାମନା ପୂର୍ବକ ଅନ୍ୟମାନଙ୍କୁ ମତାଏ — ୨. Intriguing; scheming.