ଚୁପ୍
ଚୁପ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ଅ. (ଅନାଦରାର୍ଥ)—(ସଂସ୍କୃତ - ଚୁପ ଧାତୁ=ମୌନ ହେବା- ହିନ୍ଦୀ - ଶବ୍ଦସାଗର; ହିନ୍ଦୀ - ଚୁପ୍=ନୀରବ; ଗୋପନ; ଗାଳିରେ ବ୍ୟବହୃତ)
ସମ୍ପାଦନାପାଟି ବନ୍ଦକର୍; ତୂନୀ ହୋ — Shut up your mouth ! hush !
[ ଦ୍ର—ଏହା ନିମ୍ନତର ବ୍ୟକ୍ତିଙ୍କ ପ୍ରତି ବ୍ୟବହୃତ ହୁଏ ଓ ତାଚ୍ଛିଲ୍ୟାର୍ଥେ ବ୍ୟବହୃତ ହୁଏ]
ବିଶେଷ୍ୟ -
ସମ୍ପାଦନାମୌନ —Silence.
ବିଶେଷଣ -
ସମ୍ପାଦନାନୀରବ —Silent.