ଚୁନ୍ଦି

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ - (ଲରିଆ) ବିଶେଷ୍ୟ -

ସମ୍ପାଦନା

କେଶ; ବାଳ — Hair.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଏହି ଅର୍ଥରେ ଚୁନ୍ଦୀ)

ସମ୍ପାଦନା

ଚୁଟି; ଶିଖା —Chignon; pigtail; a tuft of long hair left on the middle of the head.