ଚୁଡ଼୍ଚୁଡ଼୍
(ଚୁଡ଼ୁଚୁଡ଼ୁ—ଅନ୍ୟରୂପ)
ଚୁଙ୍ଗୁଡ଼ି ଆଦି ଜଳୀୟାଂଶ ଯୁକ୍ତ ପଦାର୍ଥକୁ ନିଆଁରେ ପକାଇଲେ ଯେଉଁ ଶବ୍ଦ ହୁଏ — Crackling sound of a watery thing being roasted in a naked fire.