ଚୁଟ୍ କିନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଚୁଟ୍କିନା—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଝଟିତି) ସମ୍ପାଦନା

୧. ଚଞ୍ଚଳ; ଅତିଶୀଘ୍ର — Very soon.
୨. ହଠାତ୍ —୨. Suddenly.

(ଯଥା—ସେ ଚୁଟ୍କିନି ଆସି ପହଞ୍ଚିଗଲା)