ଚୁଟ୍ଚୁଟ୍
ଚୁଟ୍ଚୁଟ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ଅ. (ଧ୍ୱନ୍ୟନୁକରଣ)
ସମ୍ପାଦନା- ୧. ଜଳମିଶ୍ରିତ କୌଣସି କ୍ଷୁଦ୍ର ବସ୍ତୁକୁ ନିଆଁରେ ଭାଜିଲେ ତାହା ଯେପରି ଅନୁଚ୍ଚ ଶବ୍ଦ କରେ —୧. Crackling sound of a small thing (containing water) while roasted over fire.
- ୨. ମୁହୂର୍ତ୍ତକୁ ମୁହୂର୍ତ୍ତ —୨. Every moment.
- ୩. ଉପର୍ଯ୍ୟୂପରି —୩. In quick saccession; at very short intervals; momentarily; repeatedly.
(ଯଥା—ସେ ଚୁଟ୍ଚୁଟ୍ ଝାଡ଼ାଫେରି ଦଉଡ଼ିଛି)