ଚୁଟି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂଡ଼ା)

ସମ୍ପାଦନା
୧. ମସ୍ତକରେ ରଖାଯିବା ଲମ୍ୱ କେଶ ବା ଶିଖା; ଚୂଡ଼ା —୧. Tuft of long hair left on the head; pigtail.

ନଖ କେଶ ରଖି କେଶିର ଚୁଟି ପ୍ରାଚୀ ପରଚେଗୀତା

୨. କେଶଗୁଚ୍ଛ —୨. A tuft of hair.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

ସମ୍ପାଦନା

ଚୁଟିଆମୂଷା; ସାନମୂଷା; ଡୁଙ୍ଗେଇମୂଷା — A small rat.