ଚୁଚୁମା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ କିମ୍ୱା ସଂସ୍କୃତ - ଚୁମ୍ୱ ଧାତୁ)

ସମ୍ପାଦନା
୧. ଜିଭ ଓ ଓଠଦ୍ୱାରା ଶୋଷିବା କର୍ମ — ୧. Sucking by the tongue and lips.
୨. ଶିଶୁମାନଙ୍କର ଚୁଚୁମିବା ନିମନ୍ତେ ଏକ ପ୍ରକାର କ୍ରୀଡ଼ନକ —୨. A play-thing in the shape of nipple which the infants suck.
୩. ଚୁକା (ଦେଖ) - ୩. Chukā (See)

ଦେଶଜ - ବିଶେଷଣ -

ସମ୍ପାଦନା
୧. ଯେ ଚୁଚୁମେ —୧. Sucking.
୨. (ଗାଳିରେ ବ୍ୟବହୃତ) ଚୁକା (ଦେଖ) - ୨. Chukā (See)