ଚୁଗୁଲିଖୋର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବ (ଆରବୀ - ଚୁଗଲ+ଫାରାସୀ - ପ୍ରତ୍ୟୟ ଖୋର୍) ସମ୍ପାଦନା

୧. ଖଚୁଆ; ଯେ ଖଚ କହେ — ୧. A backbiter; slanderer.
୨. ଯେ ଖଚ କଥା ଶୁଣେ —୨. One who gives ear slander behind another's back.